ରାୟଗଡାରେ ସିଆରପିଏଫ ଯବାନଙ୍କ ତ୍ରିରଙ୍ଗା ଯାତ୍ରା

By

Published : Aug 13, 2022, 7:58 PM IST

Updated : Feb 3, 2023, 8:26 PM IST

thumbnail
ରାୟଗଡା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରେ ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ । ଏହି ଅବସରରେ ରାୟଗଡ଼ା ଜିଲ୍ଲାରେ ନକ୍ସଲ ଦମନପାଇଁ ଅବସ୍ଥାପିତ ଅଷ୍ଟମ ବାଟାଲିୟନ CRPF ପକ୍ଷରୁ ମୁନିଗୁଡାଠାରେ ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ସଚେତନ ଶୋଭାଯାତ୍ରାଟି ମୁନିଗୁଡା ଥାନାରୁ ବାହାରି ମାଉସୀମା ମନ୍ଦିର, ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ରେଳ ଷ୍ଟେସନ ଠାରେ ସମାପ୍ତ ହୋଇଥିଲା । ଇଟିଭି ଭାରତ, ରାୟଗଡା
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.