ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ, ମନଜିତିଲେ ଜାଭେଦ ଅଲ୍ଲୀ

By

Published : Dec 29, 2022, 5:12 PM IST

Updated : Feb 3, 2023, 8:37 PM IST

thumbnail
ବ୍ରହ୍ମପୁର: ଗତ 5ଦିନ ଧରି ଚାଲିଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଦର୍ଶକଙ୍କ ମନ ମୋହିଛି ମେଗା ନାଇଟ୍ ସେଲିବ୍ରେସନରେ ମୁଖ୍ୟ ଆକର୍ଷଣ ସାଜିଥିବା ବଲିଉଡ୍ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ । ଜାଭେଦ୍ ଙ୍କ ପୁଷ୍ପା ଚଳଚିତ୍ର ର ଶ୍ରୀବଲ୍ଲୀ ଗୀତ ବେଶ ଚିତ୍ତାକର୍ଷକ ରହିଥିବା ବେଳେ ମଞ୍ଚରେ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ସେହିପରି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗୀତରେ ଯୁବବର୍ଗ ଝୁମିଥିଲେ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.