ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ମୃତ୍ୟୁ ମାମଲା, ପୋଲିସ କମିଶନରଙ୍କ ଅଫିସ ଆଗରେ ବିଜେପିର ସତ୍ୟାଗ୍ରହ

🎬 Watch Now: Feature Video

thumbnail
ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଓ ଅର୍ଚ୍ଚନା ନାଗ ଘଟଣାକୁ ନେଇ ବିଜେପିର ସତ୍ୟାଗ୍ରହ । କମିଶନରେଟ ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଅହୋରାତ୍ର ସତ୍ୟାଗ୍ରହ ଆରମ୍ଭ କରିଛି ବିଜେପି । ଅର୍ଚ୍ଚନା ନାଗ ଘଟଣାରେ ସାମିଲ ଥିବା ଶାସକ ଦଳର ହେଭିୱେଟ ନେତାଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବା ସହ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାସଙ୍କୁ ଜେରା କରିବାକୁ ଦାବି କରିଛି ଦଳ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.