thumbnail

By

Published : Sep 13, 2022, 10:23 PM IST

Updated : Feb 3, 2023, 8:27 PM IST

ETV Bharat / Videos

Watch Video: ହରିଦ୍ବାରାରେ ଦୋକାନ ଭିତରୁ ୧୦ ଫୁଟ ଅଜଗର ଉଦ୍ଧାର

ଡେରାଡୁନ: ବର୍ଷା ଦିନେ ପ୍ରାୟତଃ ବନ୍ୟ ଜୀବଜନ୍ତୁ ଜଙ୍ଗଲରେ ରହିବା ପରିବର୍ତ୍ତେ ଜନବସତି ଅଞ୍ଚଳକୁ ପଶି ଆସିଥାନ୍ତି । ବିଶେଷ କରି ସାପ ଗୁଡ଼ିକ ବର୍ଷା ଦିନେ ଏପରି କରୁଥିବାର ନଜରି ରହିଛି । ଉତ୍ତରାଖଣ୍ଡ ହରିଦ୍ବାର ଅଞ୍ଚଳରେ ଏପରି ଏକ ଘଟଣା ସାମନାକୁ ଆସିଛି । ଯେଉଁଠି ଏକ ବିରାଟକାୟ ଅଜଗର ସହରର ଦୋକାନ ଭିତରକୁ ଆସିଥିବା ବେଳେ ରେସ୍କ୍ୟୁ ଟିମ ଏହି ବିଷଧର ଜୀବନକୁ ଉଦ୍ଧାର କରିଛି । ହଠାତ ବିରାଟକାୟ ସାପକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ । ଦେଖନ୍ତୁ ଭିଡି଼ଓ
Last Updated : Feb 3, 2023, 8:27 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.