Gujurat Election: AAP ୨୦୨୭ ରେ ବିଜେପି ଠାରୁ ଅଧିକ ସିଟ ଜିତିବ: ଇସୁଦାନ ଗଢବୀ

By

Published : Dec 8, 2022, 8:17 PM IST

Updated : Feb 3, 2023, 8:35 PM IST

thumbnail
ଗାନ୍ଧୀନଗର: ଆମେ କାଲି ଠାରୁ ୨୦୨୪ ଓ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ । ଯେଉଁମାନେ ଆମକୁ ଭୋଟ ଦେଇଛନ୍ତି ସେମାନଙ୍କ ସେବା ପାଇଁ ଆମେ ଗ୍ୟାରେଣ୍ଟି ଦେଉଛୁ । ବିଜେପି ଆଜି ଯେଉଁ ବମ୍ପର ବିଜୟ ପାଇଛି, ୨୦୨୭ ରେ ଆମେ(ଆମ ଆଦମୀ ପାର୍ଟି) ତାହା ଠାରୁ ଅଧିକ ବଡ ବିଜୟ ପାଇବୁ । ବିଜେପି ଶୀର୍ଷରେ ପହଞ୍ଚିଛି । ଶୀର୍ଷ ପରେ ନିମ୍ନକୁ ଖସିବା ତୟ । ନିଜର ସମେତ ଦଳର ପରାଜୟ ସ୍ବୀକାର କରି ଏହା କହିଛନ୍ତି ଗୁଜୁରାଟ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଇସୁଦାନ ଗଢବୀ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.