thumbnail

By

Published : Dec 22, 2022, 12:11 PM IST

Updated : Feb 3, 2023, 8:36 PM IST

ETV Bharat / Videos

କାର ଭିତରେ ଲୁଚିଥିଲା ୧୦ ଫୁଟ ଲମ୍ବର ଅହିରାଜ

ବେଙ୍ଗାଲୁରୁ: କାର୍ ଭିତରୁ ବାହାରିଲା ୧୦ ଫୁଟ ଲମ୍ବର ଅହିରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ଉତ୍ତର କନ୍ନଡ ଅନ୍ତର୍ଗତ ମାଲାପୁରରେ । ତେବେ ଜୟ ସିଂ ନାମକ ଜଣେ ବ୍ୟକ୍ତି ନିଜ କାର ଯୋଗେ କାଗିଆରୁ କର୍ଣ୍ଣାଟକ ସ୍ଥିତ କରଓ୍ବାର ଯାଉଥିଲେ । ବାଟରେ କିଛି କାମ ପାଇଁ କାରକୁ ଅଟାକାଇ ବାହାରକୁ ଯାଇଥିଲେ ଜୟ ସିଂ । ତେବେ କାମ ସାରି ଫେରିବା ବେଳେ ତାଙ୍କ କାର ଭିତରକୁ ଏକ ଅହିରାଜ ପଶୁଥିବାର ଦେଖିଲେ । ଏହାପରେ ସେ ସାପକୁ କାଢି଼ବା ପାଇଁ ଚେଷ୍ଟା କଲେ । ହେଲେ ସାପଟି ବାହାରି ନଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଜୟ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନ ମାଧ୍ୟମରେ ଉଦ୍ଧାର ହେଲା ସାପ । ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.