Municipal Election: ନୟାଗଡ଼ରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ - ନୟାଗଡ ନିର୍ବାଚନୀ ଖବର
🎬 Watch Now: Feature Video
ନୟାଗଡ଼: ଚାଲିଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ପୌର ନିର୍ବାଚନ ପାଇଁ ମତଦାନ କରୁଛନ୍ତି ସହରବାସୀ । ନୟାଗଡ଼ ମ୍ୟୁନିସିପାଲିଟି ସମେତ ଜିଲ୍ଲାର 3ଟି ଏନଏସି ରଣପୁର, ଦଶପଲ୍ଲା ଏବଂ ଖଣ୍ଡପଡା ପାଇଁ ଭୋଟ ଗ୍ରହଣ ଚାଲିଛି । ପ୍ରାୟ 75 ହଜାର ସହରବାସୀ ମତଦାନ କରୁଛନ୍ତି । ସହରାଞ୍ଚଳ ନେତା ଏବଂ ନେତ୍ରୀଙ୍କୁ ବାଛୁଛନ୍ତି ଭୋଟର । ଆଜି ସକାଳ 8ଟାରୁ ପ୍ରତି ବୁଥରେ ଲମ୍ବା ଲାଇନ କରି ମତଦାନ କରୁଛନ୍ତି ମତଦାତା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST