ମହାଶିବରାତ୍ରୀ: ଲିଙ୍ଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ, ଦେଖନ୍ତୁ ଭିଡିଓ - ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଳନ
🎬 Watch Now: Feature Video

ଭୁବନେଶ୍ବର: ଆଜି ହେଉଛି ମହାଶିବରାତ୍ରୀ । କୋଭିଡ କଟକଣା ମଧ୍ୟରେ ଭକ୍ତ ଭୁବନେଶ୍ବରସ୍ଥିତ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କ ଦର୍ଶନ ପାଇ ଲାଇନରେ ଛିଡାଇଛନ୍ତି । ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ରାସ୍ତା ଘାଟ, ପାନୀୟ ଜଳ ଓ ଆଲୋକୀକରଣ କରାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।
କେମିତି ଭକ୍ତ କରୁଛନ୍ତି ଦର୍ଶନ, ସେ ନେଇ ଆମ ସମ୍ବାଦଦାତା ଦେବସ୍ମିତା ରାଉତ ଅଧିକା ଆଲୋଚନା କରିଛନ୍ତି ।
Last Updated : Feb 3, 2023, 8:18 PM IST