thumbnail

By

Published : Mar 22, 2022, 3:45 PM IST

Updated : Feb 3, 2023, 8:20 PM IST

ETV Bharat / Videos

Municipally Election: ପ୍ରଚାରର ଶେଷ ଦିନରେ ଜୋରଦାର ପ୍ରଚାର

ବ୍ରହ୍ମପୁର : ନିର୍ବାଚନ ପ୍ରଚାରର ଶେଷ ଦିନରେ ୨୯ ନମ୍ବର ୱାର୍ଡରେ ଯୋରଦାର ପ୍ରଚାର କରୁଛନ୍ତି ବିଜେଡି କର୍ପୋରେଟର ।ବ୍ରହ୍ମପୁର-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପ୍ରଚାରର ଶେଷ ଦିନରେ ଜମିଲାଣିଯୋରଦାର ପ୍ରଚାର । ଏହି ଅବସରରେ ସହରର ୨୯ ନମ୍ବର ୱାର୍ଡରେ ଯୋରଦାର ପ୍ରଚାର କରୁଛନ୍ତି ବିଜେଡି କର୍ପୋରେଟର ପ୍ରାର୍ଥୀ ସଞ୍ଜିତ କୁମାର ପାଣିଗ୍ରାହୀ ।ଯେଉଁଥିରେ ଷ୍ଟାର କ୍ୟାମ୍ପେନର ଭାବରେ ହାସ୍ୟ ଅଭିନେତା ପ୍ରଜ୍ଞା ସାମିଲ ହୋଇ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏହି ଅବସରରେ ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।ଯେଉଁଥିରେ ଷ୍ଟାର କ୍ୟାମ୍ପେନର ଭାବରେ ହାସ୍ୟ ଅଭିନେତା ପ୍ରଜ୍ଞା ସାମିଲ ହୋଇ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ଏହି ଅବସରରେ ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.