ପଥର ଚୋରା ଚାଲାଣ, 6 ଟ୍ରକ ଜବତ କଲା ଟାଙ୍ଗୀ ତହସିଲ - ବେଧଡ଼କ ଚାଲିଛି ପଥର ଚୋରା ଚାଲାଣ
🎬 Watch Now: Feature Video

ଖୋର୍ଦ୍ଧା: ଟାଙ୍ଗୀ ତହସିଲ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଖଣି ମାଫିଆଙ୍କ ରାଜ । ଦିନ ଦ୍ବିପ୍ରହରରେ ପ୍ରଶାସନର କଟକଣାକୁ ନମାନି ବେଧଡକ କରୁଛନ୍ତି ପଥର ଚୋରା ଚାଲାଣ । ତେବେ ଏହି ଚୋରା ଚାଲାଣକୁ ରୋକିବା ପାଇଁ ଟାଙ୍ଗୀ ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଛି ଚଢାଉ ।