ଛାଡିଗଲା ରୋଡ ରୋମିଓଙ୍କ ରସିକିଆ ପ୍ରେମ - ଭଦ୍ରକ ବାଲିଛତୁରୀ ଗ୍ରାମ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4984102-thumbnail-3x2-romio.jpg)
ଭଦ୍ରକ: କଲେଜ ଛାତ୍ରୀଙ୍କୁ ପିଛା କରିବା ପଡିଲା ମହଙ୍ଗା। ଯୁବତୀଙ୍କୁ ନମ୍ବର ମାଗି ଫସିଲେ ଦୁଇ ଯୁବକ । ଆଣ୍ଠୁଆ ବସାଇଲେ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାଲିଛତୁରୀ ଗ୍ରାମରେ।