thumbnail

By

Published : Oct 21, 2019, 1:29 PM IST

ETV Bharat / Videos

ଲକ୍ଷାଧିକ ଟଙ୍କାର ବାଣ ଜବତ, 12 ଗିରଫ

କଟକ: ଦୀପାବଳୀ ପୂର୍ବରୁ କମିଶନରେଟ ପୋଲିସର ବେଆଇନ ବାଣ କାରଖାନା ଉପରେ ଚଢାଉ । ଜଗତପୁର ଥାନା ଅଞ୍ଚଳରେ ଏକ ବେଆଇନ ବାଣ କାରଖାନାରେ ବଡ ଧରଣର ରେଡ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ବାଣ, ବିସ୍ଫୋରକ,ଲୁହାଗୁଣ୍ଡ, ବାରୁଦ ଆଦି ଜବତ କରିଛି କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ ହେବ ବୋଲି ଜଣାପଡିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.