ଆଇପିଏଲ ସମର: ସୁପର ସନ୍‌ଡେରେ ଡବଲହେଡର ଲଢେଇ

By

Published : Mar 27, 2022, 4:13 PM IST

Updated : Feb 3, 2023, 8:21 PM IST

thumbnail

କଟକ: ଆରମ୍ଭ ହୋଇସାରିଛି ଆଇପିଏଲ ମହାସମର । ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ କୋଲକାତା ହରାଇବା ପରେ ସୁପର ସନ୍‌ଡେରେ ଦୁଇଟି ବଡ଼ ମ୍ୟାଚ ରହିଛି । ଅପରାହ୍ନରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ଦୁଇ ଶକ୍ତିଶାଳୀ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁଁହାମୁହିଁ ହେବେ । ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ବାଙ୍ଗାଲୋର ଓ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ରହିଛି । ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିବ କାରଣ ନୂଆ ଅଧିନାୟକଙ୍କ ନେତୃତ୍ବରେ ଖେଳିବ ବାଙ୍ଗାଲୋର ଓ ପଞ୍ଜାବ । ଦୁଇଟିଯାକ ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ । କଟକରୁ ପ୍ରଭୁ କଲ୍ୟାଣ ପାଲ୍‌ ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.