thumbnail

By

Published : Nov 9, 2020, 4:48 PM IST

ETV Bharat / Videos

ବିଡେନଙ୍କ ବିଜୟ ଭାରତ-ଆମେରିକା ସମ୍ପର୍କର ଲେଖିବ ନୂଆ ଅଧ୍ୟାୟ

ହାଇଦ୍ରାବାଦ: ଗତ ଦୁଇ ଦଶକ ପୂର୍ବରୁ ବାଧାବିଘ୍ନରେ ଭରପୁର ରହିଥିଲା ଭାରତ ଓ ଆମେରିକାର ସମ୍ପର୍କ । ହେଲେ କିଛି ବର୍ଷ ହେବ ଏହି ସମ୍ପର୍କ ମଜବୁତ ସ୍ଥିତିରେ ରହିଛି । ଏହି ମଧ୍ୟରେ ଆମେରିକାରେ ହୋଇଛି କ୍ଷମତାର ପରିବର୍ତ୍ତନ । ବିଶ୍ବର ଶକ୍ତିଶାଳୀ ଦେଶକୁ ମିଳିଛି ଏହାର ନୂଆ ରାଷ୍ଟ୍ରପତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଡି ଦୁଇ ଦେଶର ସମ୍ପର୍କକୁ ବେଶ ସୁଦୃଢ କରିପାରିଥିଲା । ତେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଏହି ସମ୍ପର୍କକୁ ଆଗକୁ ନେବାକୁ କି ଆଭିମୁଖ୍ୟ ଆପଣାଉଛନ୍ତି, ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.