ପଞ୍ଚାୟତ ଟକ୍କର: ଜିଲ୍ଲାର 3 ନମ୍ବର ଜୋନରେ କେମିତି ଚାଲିଛି ପ୍ରଚାର

By

Published : Feb 14, 2022, 10:20 PM IST

Updated : Feb 3, 2023, 8:12 PM IST

thumbnail
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା 3 ନମ୍ବର ଜୋନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ବନ୍ଦିତା ହେଉଛି। ଘର ଘର ବୁଲି ପ୍ରାର୍ଥୀ ଭୋଟ ଭିକ୍ଷା କରିବା ସହ ନିଜ ଆଡକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଦେଖନ୍ତୁ ଜିଲ୍ଲା 3 ନମ୍ବର ଜୋନରୁ କଣ ରହିଛି ସମସ୍ୟା, କେମିତି ଚାଲିଛି ପ୍ରଚାର
Last Updated : Feb 3, 2023, 8:12 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.