'ଏହା ଏକ ଭଲ ପଦକ୍ଷେପ କିନ୍ତୁ ଗେମ ଚେଞ୍ଜର ନୁହେଁ': ଡଃ ମୁରଲିଧର

By

Published : May 15, 2020, 2:56 PM IST

thumbnail
ହାଇଦ୍ରାବାଦ: ଲକଡାଉନ ଯୋଗୁଁ ସଙ୍କଟରେ ଗତି କରୁଥିବା ଏମଏସଏମଇ ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ୟାକେଜ ଘୋଷଣା । ଏହି ସେକ୍ଟର ପାଇଁ 6ଟି ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏହା କେତେ ଲାଭଦାୟକ ହେବ ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ଅର୍ଥ ବିଶେଷଜ୍ଞ ମୁରଲୀଧର । ଦେଖନ୍ତୁ ଏହି ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.