thumbnail

ଯାଜପୁର ଜିଲ୍ଲାପାଳଙ୍କ ସଭାପତିତ୍ବରେ 'ବନ୍ଦେ ଉତ୍କଳ ଜନନୀ' କାର୍ଯ୍ୟକ୍ରମ ଅନୁଷ୍ଠିତ

By

Published : May 30, 2020, 9:47 PM IST

ଯାଜପୁର:କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ସମଗ୍ର ଓଡିଶାବାସୀ ସନ୍ଧ୍ୟା 5.30ରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଛନ୍ତି । ସେହିପରି ଯାଜପୁର ହେଡକ୍ୱାଟର ସ୍ଥିତ ଏନସି କଲେଜ ପଡ଼ିଆରେ ଯାଜପୁରର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସଭାପତିତ୍ୱରେ 'ବନ୍ଦେ ଉତ୍କଳ ଜନନୀ' ଗୀତ ଗାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏ ନେଇ ଆମ ଯାଜପୁର ପ୍ରତିନିଧି ଜ୍ଞାନ ରଞ୍ଜନ ଓଝା ସବିଶେଷ ତଥ୍ୟ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.