thumbnail

ଉଡନ୍ତା ପକ୍ଷୀଙ୍କ ଦରଦୀ ବନ୍ଧୁ ଆଳୁଦମ ଦହିବରା ବେପାରୀ ଅକ୍ଷୟ

By

Published : May 27, 2019, 1:51 PM IST

ଭୁବନେଶ୍ବର: ଫନି ପରେ ପକ୍ଷୀଙ୍କ ସାହାରା ସେ । ନିତି ସଞ୍ଜ- ସକାଳେ ଶହ ଶହ ପକ୍ଷୀଙ୍କୁ  ଦିଅନ୍ତି ଖାଇବା । ଏଥିପାଇଁ ତ ପ୍ରତି ଦିନ ଘଣ୍ଟାରେ 11 ବାଜି ଗଲେ କୁଆଡୁ କେମିତି ସବୁ ଉଡି ଆସନ୍ତି ତାଙ୍କ ପାଖକୁ । ଆଉ ସେ ବି ଅତି ଆନନ୍ଦର ସହ ସେମାନଙ୍କ ମନ ଜିଣି ଖାଦ୍ୟ ଓ ପାଣିର ଆସର ଲଗାଇଦିଅନ୍ତି । ଏହି ବଦାନ୍ୟ ପକ୍ଷୀ ମଣିଷଟି ଭୁବନେଶ୍ବରର ଅକ୍ଷୟ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.