କଟକଣା ଭିତରେ ଘରେ ରହି ରଜ ପାଳିଲେ ରାଜଧାନୀବାସୀ
🎬 Watch Now: Feature Video
ଭୁବନେଶ୍ବର: କୋଭିଡ ମହାମାରୀ ହଜାଇ ଦେଇଛି ସବୁ ଖୁସି । କଟକଣା ଭିତରେ ବାନ୍ଧି ହୋଇଯାଇଛି ଜୀବନ । ତଥାପି ଏହାରି ଭିତରେ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ଲୋକେ । ଖାଲି ସେତିକି ନୁହେଁ ସବୁ ପର୍ବପର୍ବାଣୀକୁ ମଧ୍ୟ ବଡ ଆକାରରେ ନ ପାଳି ପାରିଲେ କ'ଣ ହେଲା, ଘର ଲୋକଙ୍କ ସହ ମିଶି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣାକୁ ମାନି ପାଳୁଛନ୍ତି ପର୍ବ । ସେହିପରି ଆଜି (ସୋମବାର) ଆରମ୍ଭ ହୋଇଥିବା ରଜ ପର୍ବକୁ ଘରେ ରହି ପିଠା ଖାଇ ପାଳିଲେ ରାଜଧାନୀର ଯୁବତୀ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ