ପତିତପାବନଙ୍କ ମଙ୍ଗଳ ଆଳତୀ - patitapabana managala alati
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10053321-thumbnail-3x2-gg.jpg)
ପୁରୀ: ପ୍ରତିଦିନ ପରି ଆଜି ବଡି ଭୋରୁ ପ୍ରଥମେ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି। ଏହାପରେ ପୂଜା ପଣ୍ଡା ବିଧି ବିଧାନ ଅନୁସାରେ ହାତରେ ଦୀପ, ଘଣ୍ଟି, ମନ୍ତ୍ର, ହରିବୋଲ, ହୁଳୁହୁଳି ଦିଆଯାଇ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । ଏହି ସମୟରେ ଅନ୍ୟ ସେବାୟତଙ୍କ ସହ ସେମାନଙ୍କ ପରିବାର ଲୋକେ ଉପସ୍ଥିତ ମଧ୍ୟ ଥିବା ଦେଖିବାକୁ ମିଳିଛି।