ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ ପାନମଧୁରୀ ସରବତ୍... - ଗ୍ରୀଷ୍ମ ପାନୀୟ

🎬 Watch Now: Feature Video

thumbnail

By

Published : Jun 3, 2020, 4:30 PM IST

ଫାଲସା ଆପଣଙ୍କ ପେଟ ଥଣ୍ଡା ରଖେ କିନ୍ତୁ ପାନମଧୁରୀ ଶରୀରର ଶୀତଳତା ବଜାୟ ରଖେ । କେବଳ ଏହି ପାନମଧୁରୀ ଆପଣଙ୍କୁ ଏକ ନୂତନ ସତେଚତା ଦେଇନଥାଏ । ଏହା ହଜମ କରିବାରେ ସାହାଯ୍ୟ କରିଥାଏ । ପାନମଧୁରୀରେ ଏହି ସମସ୍ତ ଔଷଧୀୟ ଗୁଣ ଭରପୂର ଥିବା କାରଣରୁ ଭାରତୀୟ ପରିବାରରେ ରାତ୍ରୀ ଭୋଜନ ପରେ ପାନୀୟ ରୂପେ ବ୍ୟବହାର କରାଯାଏ । ଯଦିଓ ପ୍ରାରମ୍ଭରେ ଏହାର ସ୍ୱାଦିଷ୍ଟ ନଥାଏ କିନ୍ତୁ ପାଣିରେ ଏହାର ସ୍ବାଦ ଓ ଗ୍ରୀଷ୍ମପ୍ରଭାବର ତାପକୁ କମ୍ କରିଥାଏ । ଏଣୁ ଲକଡାଉନ୍ ବେଳେ ଏହି ପାନୀୟ ଘରେ ପ୍ରସ୍ତୁତ କରି ନିଶ୍ଚିତ ପିଅନ୍ତୁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.