କଅଁଳ ବୟସରେ ହଜିଲା ମା’ର ସ୍ନେହ, ସାହାରା ସନ୍ଧାନରେ ଜଙ୍ଗଲରେ ଶିଶୁ
🎬 Watch Now: Feature Video
ବଣ ପାହାଡରେ ଘେରା ଦୁର୍ଗମ ମନ୍ଦଳପାଖାନ ଗାଁ । ଆଦିମ ଜନଜାତି ପହରିଆ ବସବାସ କରୁଥିବା ଏହି ଗାଁର ଜଙ୍ଗଲରେ ଘୂରି ବୁଲୁଛନ୍ତି ଦୁଇ ଶିଶୁ କନ୍ୟା କୁର(4) ଏବଂ ପରମି(3) । ଦୃଶ୍ୟ ଦେଖିଲେ ଲାଗେ ସତେ ଯେମିତି ଦାଉ ସାଜିଛି ବିଧାତା ।