ଦେଶପ୍ରେମର ଏନ୍ତୁଡିଶାଳ ଅନୁଗୋଳର ବାଜିରାଉତ ଛାତ୍ରାବାସ - ଗଡଜାତ ଆନ୍ଦୋଳନ
🎬 Watch Now: Feature Video

ଅନୁଗୋଳର ବାଜିରାଉତ ଛାତ୍ରାବାସ । ଯାହାକି ସ୍ବାଧୀନତାର 5 ବର୍ଷ ପୂର୍ବରୁ ନବକୃଷ୍ଣ ଚୌଧୁରୀ ଓ ବିପ୍ଲବୀ ମାଳତୀ ଦେବୀଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିଲା । ଯାହାକି ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୋର ଚେତନାକୁ ବଞ୍ଚାଇ ରଖିଛି ।