ସମୟ କାଳଚକ୍ରରେ ଅଜେୟ ଯୋଦ୍ଧା ‘ଆଲୋକ ଦେବତା’ - ଆଲୋକ ଦେବତା
🎬 Watch Now: Feature Video

ବରଗଡ: ଏ ହେଉଛି 39 ବର୍ଷୀୟ ଆଲୋକଙ୍କ କଥା । ଯିଏ 7 ବର୍ଷ ତଳେ ଦଇବର ଗତିକୁ ବେଶ୍ ନିକଟରୁ ଅନୁଭବ କରିଥିଲେ । ଏହି ସଂଗ୍ରାମରେ ନିଜର ବାମ ଗୋଡକୁ ସେ ହରାଇଥିଲେ ସତ ହେଲେ ନିଜର ଦୃଢ ଆତ୍ମବଳ ଯୋଗୁଁ ବଞ୍ଚିଯାଇଥିଲା ଜୀବନ ।