ଫନି ପରେ ତାତିର ପ୍ରକୋପ

🎬 Watch Now: Feature Video

thumbnail

By

Published : May 9, 2019, 8:04 PM IST

ଅନୁଗୋଳ: ଫନି ତାଣ୍ଡବ ପରେ ଏବେ ଜଳୁଛି ଓଡିଶା । ସତେ ଯେମିତି ଆକାଶରୁ ହେଉଛି ଅଗ୍ନି ବର୍ଷା । ରାଜ୍ୟର କେନ୍ଦ୍ରସ୍ଥଳୀ ଅନୁଗୋଳରେ ପାରଦ ପୁଣି ଅତିକ୍ରମ କରିଛି ୪୨ ଡିଗ୍ରୀ । ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଜିଲ୍ଲାର ଜୀବନ ଯାତ୍ରାକୁ କରି ପକାଉଛି ଅସ୍ତବ୍ୟସ୍ତ । ଦିନ ୧୦ ଟା ପରେ ରାସ୍ତାଘାଟ ହେଉ ଯାଉଛି ଶୁନ୍‌ଶାନ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.