କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଚିନ୍ତାରେ କୃଷକ: କ୍ଷତିପୂରଣ ଦାବି କଲା କଂଗ୍ରେସ

By

Published : Dec 16, 2021, 8:45 AM IST

thumbnail
ନୟାଗଡ଼: କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଜିଲ୍ଲା ନୟାଗଡ଼ରେ କାନ୍ଦୁଛି ଚାଷୀ । ତୁରନ୍ତ କ୍ଷତିପୂରଣ ଦାବି କଲା କଂଗ୍ରେସ । କେନ୍ଦ୍ରୀୟ ଟିମ ନୟାଗଡ଼କୁ ନଆସିବାକୁ ନେଇ ନୟାଗଡ଼ କଂଗ୍ରେସ ପ୍ରଶ୍ନ ଉଠାଇଛି । ନୟାଗଡ଼ର ବିଧାୟକ ରାଜ୍ୟର କୃଷି ମନ୍ତ୍ରୀ ହୋଇଛନ୍ତି, ନୟାଗଡ଼ରେ ପ୍ରାୟ 45 ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି କିନ୍ତୁ, ନିଜ ଜିଲ୍ଲାର ସମସ୍ୟା ସମ୍ପର୍କରେ ଶୁଣୁନଥିବା କଂଗ୍ରେସ ସଭାପତି ରଞ୍ଜିତ ଦାଶ ଅଭିଯୋଗ କରିଛନ୍ତି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.