ଅସାବଧାନତା ହେତୁ ଟ୍ରେନ ତଳେ ଚାଲିଗଲା ଯୁବକଙ୍କ ଜୀବନ - ସମ୍ବଲପୁର ଟ୍ରେନ ଦୁର୍ଘଟଣା
🎬 Watch Now: Feature Video
ସମ୍ବଲପୁର: ଭଲକରି ଦେଖନ୍ତୁ ଏହି ଛାତିଥରା ଦୃଶ୍ୟକୁ । କିପରି ଅସାବଧାନତା ଭାବେ ରେଳ ଲାଇନ ପାର କରିବା ସମୟରେ ଟ୍ରେନଟି ଯୁବକଙ୍କ ଉପରେ ମାଡିଯାଉଛି। ଆଉ ଆଖିପିଛୁଳାକେ ଚାଲିଯାଉଛି ଯୁବକଙ୍କ ଜୀବନ। ଏଭଳି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନ ଫାଟକ ନିକଟରେ । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ନାଭିଦତ୍ୟ ବଗର୍ତୀ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ