ରାଜଧାନୀରେ ବହିବ 90 ରୁ 100 କିଲୋମିଟର ବେଗରେ ପବନ - state-capital
🎬 Watch Now: Feature Video
ଭୁବନେଶ୍ବର: ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି ବାତ୍ୟା 'ଫନି' । ତେବେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜଧାନୀରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ । ରାଜଧାନୀରେ ପବନର ବେଗ 90 ରୁ 100 କିଲୋମିଟର ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।