୨୫୦ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା, 250 ଛାତ୍ରଛାତ୍ରୀ ସାମିଲ - ୨୫୦ ଫୁଟ ତ୍ରିରଙ୍ଗା ପତାକା

🎬 Watch Now: Feature Video

thumbnail

By

Published : Aug 14, 2021, 6:56 PM IST

ବାଲେଶ୍ୱର: ନୀଳଗିରିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୁଇ ଶହ ପଚାଶ ଫୁଟ ଲମ୍ବର ତ୍ରିରଙ୍ଗା ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହର ପରିକ୍ରମା କରାଯାଇଛି। ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ କଲେଜ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ନୀଳଗିରି ବସଷ୍ଟାଣ୍ଡରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲା। ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.