ମନମୋହିଲା ରାଜସୁନାଖଳାର 120 ମିଟର ତ୍ରିରଙ୍ଗା - 120-meter national flag
🎬 Watch Now: Feature Video
ନୟାଗଡ: ଜିଲ୍ଲାର ରାଜସୁନାଳେଖାରେ ଉଡିଲା 120ମିଟର ତ୍ରିରଙ୍ଗା । ରାଜସୁନାଖଳା ମହୋତ୍ସବ କମିଟି ଏବଂ ତ୍ରିରଙ୍ଗା ଶୋଭାଯାତ୍ରା କମିଟି ଆନୁକୂଲ୍ୟରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ