ରାସ୍ପବେରୀ-ଆପେଲ୍ କ୍ରଞ୍ଚ୍ ପିଅନ୍ତୁ, ସତେଜ ହୋଇଯାଆନ୍ତୁ - ରାସ୍ପବେରୀ ଓ ଆପେଲ୍ କ୍ରଞ୍ଚ୍
🎬 Watch Now: Feature Video
ଉଭୟ ସେଓ ଓ ରାସ୍ପବେରୀ ଶୋଷ ମେଣ୍ଟାଇବା ପାଇଁ ଏକ ଉପଯୁକ୍ତ ପାନୀୟ । ସେଓ ଆପଣଙ୍କ ଶରୀରର କ୍ଷତିକାରକ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହି ଫଳରେ ଥିବା ଫାଇବର ରକ୍ତରେ ଶର୍କରା ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ଏକ କଡେଇରେ ପାଣି, ଚିନି ଓ ରାସ୍ପବେରୀ ଗରମ କରି ଘରେ ଏହି ସିରପ୍ ପ୍ରସ୍ତୁତ କରିପାରିବେ। ଏହାକୁ ସ୍ବାଦଯୁକ୍ତ କରିବା ପାଇଁ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ରାସ୍ପବେରୀ ସିରପ ଅତ୍ୟନ୍ତ ଉପଯୋଗୀ । କେକ୍, ପାନକେକ୍, ସ୍ମୁଦି, ଆଇସ୍କ୍ରିମରେ ଏହାକୁ ମିଶାଇ ପାରିବେ ।