Holi Special: ହୋଲିରେ ଘରେ ବନାନ୍ତୁ ଦହିବରା - ଦହିବରାର ପ୍ରସ୍ତୁତି ପ୍ରଣାଳୀ
🎬 Watch Now: Feature Video
ହାଇଦ୍ରାବାଦ: ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡେ ଉତ୍ସାହର ମାହୋଲ । ଗାଁଠୁ ସହର ସମସ୍ତେ ଏହି ହୋଲିରେ ଅବିର ଖେଳିବା ସହିତ ବିଭିନ୍ନ ଖାଦ୍ୟ ତିଆରି କରି ମଜଲିସ କରନ୍ତି । ଏହା ହୋଲିର ମଜାକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ । ତେବେ ହୋଲିରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ଦହିବରା ତିଆରି କରିପାରିବେ । ତେବେ ଆଉ ଡେରି କାହିଁକି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।