ଦୀପାବଳିରେ ଘରେ ବନାନ୍ତୁ ୱାଟରମେଲନ ସନସେଟ୍‌, ଶିଖନ୍ତୁ ପ୍ରସ୍ତୁତି

By

Published : Oct 24, 2022, 9:56 AM IST

Updated : Feb 3, 2023, 8:29 PM IST

thumbnail
ହାଇଦ୍ରାବାଦ: ଆଜି ଆଲୋକର ପର୍ବ ଦୀପାବଳି । ପ୍ରତିଟି ଘରେ ପିଠାପଣାଠୁ ନେଇ ପରସ୍ପରକୁ ବିଭିନ୍ନ ପ୍ରକାର ମିଠା ଖୁଆଇ ଉତ୍ସବଟିକୁ ପାଳନ କରାଯାଏ । ତେବେ ୱାଟର ମେଲନ ସନସେଟ (Watermelon Sunset) କେବେ ବନାଇଛନ୍ତି କି । ଆଜି ଦୀପାବଳିରେ ଘରେ ବନାନ୍ତୁ ୱାଟର ମେଲନ ସନସେଟ । ତେବେ କିପରି ତିଆରି କରିବେ ତରଭୁଜରୁ ତିଆରେ ଏହି ପାନୀୟ । ଜାଣିବା ପାଇଁ ଦେଖନ୍ତୁ ପ୍ରସ୍ତୁତି ପ୍ରଣାଳି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.