Panchayat Poll: ଭୋଟ ଦେଇ ନୂଆ ଭୋଟର ଖୁସି - ଭୋଟ ଦେଇ ଖୁସିବ୍ୟକ୍ତ କରିଛନ୍ତି ନୂଆ ଭୋଟର
🎬 Watch Now: Feature Video
ନୂଆପଡା: ଜିଲ୍ଲାରେ ଗ୍ରାମପଞ୍ଚାୟତ ନିର୍ବାଚନର ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଯାଇଛି । ମତଦାନ କେନ୍ଦ୍ରରେ ପ୍ରଥମ କରି ଭୋଟ ତାଲିକାରେ ନାମ ଆସିଥିବା କିଛି ଯୁବଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ କରି ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ବେଶ ଖୁସିଥିବା ନୂତନ ଭୋଟର ପ୍ରକାଶ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Feb 3, 2023, 8:16 PM IST