thumbnail

ଧାନ ନେଉନାହାନ୍ତି ସରକାର: ଗୀତ ଗାଇ ସମାଲୋଚନା କଲେ ଚାଷୀ

By

Published : Feb 10, 2022, 10:35 PM IST

Updated : Feb 3, 2023, 8:11 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଷୀ ନାହିଁନଥିବା ସମସ୍ୟା ଭୋଗୁଛନ୍ତି । ସରକାର ଧାନ ନେଉନଥିବା ବେଳେ ମିଲର୍ସ ମାନେ ମନମାନି କରୁଛନ୍ତି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପରେ ସ୍ଥାନୀୟ ପ୍ରଶାସନ ଠାର ଆରମ୍ଭ କରି ଯୋଗାଣ ବିଭାଗକୁ ଗୁହାରି କରି କୌଣସି ସୁଫଳ ନମିଳିବା ପରେ ଶେଷରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସି ରହିଛନ୍ତି ଚାଷୀ ମାନେ । ଜିଲ୍ଲାରେ ପ୍ରାୟ ୨୦ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି ନହୋଇ ପଡିରହିଥିବା ଅଭିଯୋଗ କରିଛନ୍ତି ଚାଷୀ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.