thumbnail

By

Published : Feb 27, 2022, 8:52 PM IST

Updated : Feb 3, 2023, 8:18 PM IST

ETV Bharat / Videos

Panchayat Result: ନବୀନଙ୍କ ଭାବମୂର୍ତ୍ତି ଓ BJD ଟିମ ୱାର୍କର ଫଳ କହିଲେ ନବରଙ୍ଗପୁର ସାଂସଦ

ନବରଙ୍ଗପୁର: ଚାଲିଛି ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ସାରା ରାଜ୍ୟରେ ନବୀନ ସୁନାମିରେ ବିରୋଧୀ ପୁରା ସଫା ହୋଇଯିବା ସ୍ଥିତିରେ । ପୂର୍ବରୁ ପଶ୍ଚିମ ଉପକୂଳରୁ ଉପାନ୍ତ ସବୁଠି ବିଜେଡି ନିଜ ବିଜୟ ଉତ୍ସବ ମନାଇବାକୁ ପ୍ରସ୍ତୁତ ହେଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଫଳାଫଳ ଓ ଦକ୍ଷିଣ ଓଡିଶାରେ ବିଜେଡିର ସ୍ଥିତି ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଭେଟିଥିଲେ ନବରଙ୍ଗପୁର ସମ୍ବାଦଦାତା ତପନ କୁମାର ବିଷୋୟୀ।
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.