thumbnail

By

Published : Apr 3, 2022, 1:15 PM IST

Updated : Feb 3, 2023, 8:21 PM IST

ETV Bharat / Videos

Digital dialogue: ବଜେଟରେ ସାମଗ୍ରିକ ବିକାଶର ପ୍ରତିଫଳନ ହୋଇଛି କହିଲେ ପୂର୍ବତନ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଓ ୧ ଲକ୍ଷ ୬ ହଜାର ୪୯୮ କୋଟିର ଲେଖାନୁଦାନ ଆଣିଲେ ରାଜ୍ୟ ସରକାର । ବଜେଟରେ ରାଜସ୍ଵ ବଳକା ୧୯,୬୧୮ କୋଟି । ସରକାର କହୁଛନ୍ତି ରାଜ୍ୟର ଆର୍ଥିକ ସ୍ଥିତି ଦୃଢ଼ ହୋଇଛି ।  ରାଜ୍ୟର ମୋଟ ରାଜସ୍ଵର ୫୮ ପ୍ରତିଶତ ନିଜସ୍ୱ ସୂତ୍ରରୁ ଆଣୁଛି । ବଜେଟ ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି । ତେବେ କେତେ ପ୍ରଭାବଶାଳୀ ଏହି ବଜେଟ ? କ'ଣ ରହିଛି ସରକାରଙ୍କ ବିକାଶ ଓ ବିତ୍ତୀୟ ନୀତି ? ଏ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ଈଟିଭ ଭାରତ ଡିଜିଟାଲ ଡାଇଲଗରେ ଆମ ସହ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେଡି ବରିଷ୍ଠ ବିଧାୟକ ‌ଶଶୀଭୂଷଣ ବେହେରା । ଶଶୀଭୂଷଣଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡିଶା ବ୍ୟୁରୋ ଚିଫ୍ ରୁଦ୍ର ନାରାୟଣ ଦାସ ।
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.