Panchayat Takkar: ଯିଏ ଦୁଃଖ ସୁଖରେ ସାମିଲ ହେବ ତାକୁ ଭୋଟ ଦେବୁ - ବରାଗୋଳ ପଞ୍ଚାୟତବାସୀ

🎬 Watch Now: Feature Video

thumbnail

By

Published : Feb 13, 2022, 7:31 AM IST

Updated : Feb 3, 2023, 8:11 PM IST

ଜଗତସିଂପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବରାଗୋଳ ପଞ୍ଚାୟତରେ ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଚାଲିଛି । ପଞ୍ଚାୟତରେ କଣ ରହିଛି ସମସ୍ୟା । କେଉଁ ପ୍ରାର୍ଥୀ କେମିତି କରୁଛନ୍ତି ପ୍ରଚାର । କଣ ରହିଛି ଭୋଟରଙ୍କ ମୁଡ ? ପଞ୍ଚାୟତର ସ୍ଥିତି ପରଖିଛନ୍ତି ଆମ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ ପାତ୍ର । ଦେଖନ୍ତୁ ରିପୋର୍ଟ ।
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.