Lok sabha: ବାଣିଜ୍ୟ କାରବାର ନେଇ କଣ ପ୍ରସ୍ତାବ ଦେଲା ବିଜେଡି ? - ଲୋକସଭା ଖବର
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14813749-thumbnail-3x2-bh.jpg)
ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ହେଉଛି ଅଷ୍ଟମ ଦିନ । ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ଅନୁଦାନ ଉପରେ ଆଜି ଲୋକସଭାରେ ବିତର୍କ ହେଉଛି । ଏଥିରେ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଅଶଂ ଗ୍ରହଣ କରି ପ୍ରସ୍ତାବକୁ ସମର୍ଥନ କରିବା ସହ ଆବଶ୍ୟକ ପ୍ରସ୍ତାବ ଦେଇଛନ୍ତି । ଦେଖନ୍ତୁ କଣ କହୁଛନ୍ତି ସାଂସଦ ପିନାକୀ ।
Last Updated : Feb 3, 2023, 8:20 PM IST