ଛାତ୍ରୀଙ୍କୁ ଘରେ ନିଆଁ ଲଗାଇଦେବା ଘଟଣା: ମାଉସୀ ପୁଅ ସହ 2 ଅଟକ - କଟକ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇଦେବା ଘଟଣା
🎬 Watch Now: Feature Video
କଟକ: କଲେଜ ଛାତ୍ରୀଙ୍କୁ ନିଆଁରେ ପୋଡ଼ି ମାରିବା ଉଦ୍ୟମ ଘଟଣାର ଖୋଳଦାଡ଼ ଆରମ୍ଭ କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବକଙ୍କ ସହ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଅଟକ ଥିବା ଲୋକଙ୍କର ଏହି ହତ୍ୟା ଉଦ୍ୟମ ଘଟଣା ସହିତ ସମ୍ପର୍କ ରହିଥିବା କୁହାଯାଉଛି ।