ଦେଖନ୍ତୁ, ଶ୍ରୀମନ୍ଦିର ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତି - ପୁରୀ ଶ୍ରୀମନ୍ଦିର

🎬 Watch Now: Feature Video

thumbnail

By

Published : Oct 16, 2020, 7:36 AM IST

Updated : Oct 16, 2020, 5:50 PM IST

ପୁରୀ: ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ ବିଶ୍ଵାଧାରଂ ଗଗନସଦୃଶଂ ମେଘବର୍ଣଂ ଶୁଭାଂଗମ | ଲକ୍ଷ୍ମୀକାଂତଂ କମଲନୟନଂ ଯୋଗିଭିର୍ଧ୍ୟାନଗମ୍ୟମ ବଂଦେ ବିଷ୍ଣୁଂ ଭବଭୟହରଂ ସର୍ବଲୋକୈକନାଥମ୍‌ । ଭୋର ସମୟରେ ସେବାୟତ ଶ୍ରୀମନ୍ଦିରରେ ଦ୍ବାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତି ନୀତି କରିଛନ୍ତି । ଦେଖନ୍ତୁ ଭିଡିଓ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Oct 16, 2020, 5:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.