କାର୍ତ୍ତିକ ମାସରେ ପରିବା ବଜାରରେ ନିଆଁ - ପରିବା ବଜାରରେ ନିଆଁ
🎬 Watch Now: Feature Video
ବ୍ରହ୍ମପୁର: କାର୍ତ୍ତିକ ମାସରେ ରେଶମ ସହର ବ୍ରହ୍ମପୁରରେ ପନିପରିବା ଦର ଆକାଶ ଛୁଆଁ । ସହରର ବିଭିନ୍ନ ପରିବା ବଜାରରେ ବ୍ରିକି ହେଉଥିବା ପରିବାର ଦର କାର୍ତ୍ତିକ ମାସ ଆରମ୍ଭରୁ ହିଁ ବୃଦ୍ଧି ପାଇଥିବାରୁ ଚିନ୍ତାରେ ସହରବାସୀ ।