ତ୍ରୁଟି ମାନିଲେ ମନ୍ତ୍ରୀ; ଏକ ମାସ ମଧ୍ୟରେ ସଂଶୋଧନ ସହ ବଣ୍ଟନ - School and mass education

🎬 Watch Now: Feature Video

thumbnail

By

Published : Nov 16, 2019, 5:25 PM IST

Updated : Nov 16, 2019, 5:36 PM IST

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ଭୁଲ ତଥ୍ୟ ଦେବା କୌଣସି ଉଦ୍ଦେଶ୍ୟ ନଥିଲା । କିମ୍ବା ଅନ୍ୟ କୌଣସି ଘଟଣାକୁ ନେଇ ଏହା କରାଯାଇନଥିଲା । ବରଂ ଅନିଛାକୃତ ତ୍ରୁଟି ପାଇଁ ଏମିତି ହୋଇଛି । ଏହି ତ୍ରୁଟି ପାଇଁ ବଣ୍ଟନ ହୋଇଥିବା ପତ୍ରିକାକୁ ପ୍ରତ୍ୟାହାର କରାଯାଇଛି । ଜଣଙ୍କୁ ସେବା ନିବୃତ୍ତି ସହ 2ଜଣଙ୍କୁ ଏ ସମ୍ପର୍କରେ କୈଫତ ମଗାଇଛି ।
Last Updated : Nov 16, 2019, 5:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.