Union Budget: ବଜେଟ ନେଇ ଆଶାବାଦୀ ରିୟଲ ଇଷ୍ଟେଟ ଓ ଗୃହିଣୀ

By

Published : Jan 31, 2022, 10:41 PM IST

thumbnail

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଉଛି ବଜେଟ ଅଧିବେସନ। ଆସନ୍ତାକାଲି (ମଙ୍ଗଳବାର) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ। ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଆର୍ଥିକ ପ୍ରଗତି କ୍ଷେତ୍ରରେ ନୁହେଁ ଶିକ୍ଷା, ସ୍ୱାସ୍ଥ୍ୟ , କ୍ଷୁଦ୍ରଶିଳ୍ପ, ରିୟଲିଷ୍ଟେଟ ଭଳି କ୍ଷେତ୍ରର ବିକାଶ ଏକ ବ୍ଲୁ ପ୍ରିଣ୍ଟ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମଧ୍ୟ ଦରଦାମ ଧାର୍ଯ୍ୟ କରାଯାଇଥାଏ । ତେଣୁ ବଜେଟରେ ରିୟଲ ଇଷ୍ଟେଟ ଓ ଗୃହିଣୀଙ୍କ ହାଣ୍ଡିଶାଳ ପାଇଁ କେତେ ଶୁହାଇବା ଆଉ କଣ ହେବା ଦରକାର ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜଧାନୀବାସୀ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.