କେବଳ ମୋ ଗୁରୁ ନୁହନ୍ତି, ମୋ ବାପ ପରି ଥିଲେ ସେ: ରାଇମୋହନ - ବିଜୟ ମହାନ୍ତି ନ୍ୟୁଜ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8106892-thumbnail-3x2-acasc.jpg)
ଭୁବନେଶ୍ବର: ପରଲୋକରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ସ୍ଥାନୀୟ କେୟାର ହସ୍ପିଟାଲରେ ସୋମବାର ରାତି 9ଟାରେ ତାଙ୍କର ପରଲୋକ ଘଟିଛି । ତେବେ ହସ୍ପିଟାଲ ପରିସରକୁ ବିଜୟଙ୍କୁ ଦେଖିବା ପାଇଁ ଆସିଛନ୍ତି ବହୁ ସିନେ ଅଭିନେତା ତଥା ପ୍ରଶଂସକ । ଏହି ଅବସରରେ ବିଜଜଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିବା ଅଭିନେତା ରାଇମୋହନ ପରିଡା କହିଛନ୍ତି, ‘‘ମୋ ବାପ ଚାଲିଗଲେ, ମୋ ମୁଣ୍ଡରୁ ଛତା ଚାଲିଗଲା ।’’ ଦେଖନ୍ତୁ ଭିଡିଓ....
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ