thumbnail

By

Published : Nov 12, 2020, 3:14 PM IST

ETV Bharat / Videos

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ପ୍ରସ୍ତୁତି ଜୋରଦାର

ପୁରୀ: ଦୀର୍ଘ 25 ବର୍ଷ ପରେ ନଭେମ୍ବର 27 ତାରିଖରେ ହେବାକୁ ଯାଉଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ହାତରେ ଆଉ ଖୁବ୍‌ କମ ଦିନ ଥିବାରୁ ନିର୍ମାଣ କରିବାରେ ଲାଗି ପଡିଛନ୍ତି ବେଶ କାରିଗର । ଦୀର୍ଘ 25 ବର୍ଷ ପରେ ଏହି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବେଶ ଦାତା ସେବକ ବଳରାମ ଖୁଣ୍ଟିଆଙ୍କ ଘରେ ସମ୍ପୂର୍ଣ୍ଣ ପାରମ୍ପରିକ ବ୍ୟବସ୍ଥା ମଧ୍ୟରେ ବେଶ ନିର୍ମାଣ ଚାଲିଛି । ଏବେ ସୁଦ୍ଧା ଧେନୁ, ହାଣ୍ତିଆ ବନ୍ଧାବନ୍ଧି ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି ଚାଲିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.