କୋରୋନା ମୁକାବିଲାରେ କଣ ରହିଛି ପୋଲିସ ଲାଗି ଚ୍ୟାଲେଞ୍ଜ, ଶୁଣନ୍ତୁ ପୋଲିସ କମିସନରଙ୍କ ମୁହଁରୁ... - କୋରୋନା ମୁକାବିଲା

🎬 Watch Now: Feature Video

thumbnail

By

Published : Apr 5, 2020, 4:57 PM IST

ଭୁବନେଶ୍ବର: କୋରୋନା ମୁକାବିଲା ଲାଗି ସରକାର 48 ଘଣ୍ଟା ଭୁବନେଶ୍ବର ସମେତ କଟକ ଓ ଭଦ୍ରକକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ତାହା ଆଜି ରାତି 8ଟାରେ ଶେଷ ହେବ । ତେବେ ଏହା ପରେ ପୋଲିସ ଲାଗି କଣ ରହିବ ବଡ ଚ୍ୟାଲେଞ୍ଜ, ଶୁଣନ୍ତୁ ଏନେଇ କଣ କହୁଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ ଓ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.