ଶ୍ରୀକ୍ଷେତ୍ରରେ କୋଭିଡ କଟକଣାରେ ପାଳନ ହେଲା ପୟା ଶ୍ରାଦ୍ଧ - diwali
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9543266-thumbnail-3x2-payasradha.jpg)
ପୁରୀ:ଆଜି ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ । ମର୍ତ୍ତ୍ୟମଣ୍ତଳକୁ ଆସିଥିବା ପିତୃ ପୁରୁଷମାନେ ଆଜି ସ୍ବର୍ଗଲୋକକୁ ବିଦାୟ ନେଉଥିବାରୁ ଶ୍ରୀକ୍ଷେତ୍ରରେ ପିଣ୍ତଦାନର ପରମ୍ପରା ରହିଛି । କୋରୋନା କଟକଣା ଯୋଗୁଁ ଜିଲ୍ଲା ବାହାର ଲୋକଙ୍କୁ ପୁରୀ ଆସିବା ମନା ଥିବାବେଳେ ପୁରୀ ବାସିନ୍ଦାମାନେ ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ସାମାଜିକ ଦୂରତା ରଖି କେଵଳ ଶ୍ରାଦ୍ଧ କର୍ମ କରିଛନ୍ତି ।