‘ଜରୁରୀକାଳୀନ ସେବା ପାଇଁ SMS ରେ ମିଳିବ ପାସ୍‌’

By

Published : Jul 17, 2020, 8:32 PM IST

thumbnail
ଭୁବନେଶ୍ବର: ସହର ଭିତରକୁ କାହାକୁ ଆସିବାକୁ ଦିଆଯିବନି । ସେହିପରି ସହରର ବାହାରକୁ ମଧ୍ୟ କାହାରିକୁ ଯିବାକୁ ଦିଆଯିବ ନାହିଁ । ଜରୁରୀକାଳୀନ ସେବା ପାଇଁ 100ରେ ପୋଲିସକୁ ଯୋଗାଯୋଗ କଲେ SMS ମାଧ୍ୟମରେ ପାସ୍‌ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.