ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ପ୍ରସ୍ତୁତି - ପରେଡ଼ ପ୍ରସ୍ତୁତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5806405-268-5806405-1579716761966.jpg)
ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଚାଲିଛି ପରେଡ଼ ପ୍ରସ୍ତୁତି । ଏଥର ଦିଲ୍ଲୀ ଢାଞ୍ଚାରେ ହେବ ଫାଇଲ ମାର୍ଚ୍ଚ ପାରେଡ଼ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । 50 ପ୍ଲାଟୁନ ଟ୍ରୁପ, 6ଟି ସାଂସ୍କୃତିକ ଦଳ, 3ଟି ଯାନ ଓ 2ଟି ଡେୟାର ଡେଭିଲ ଦଳ ଏହି ପରେଡରେ ଭାଗ ନେବେ ।